କୌଣସି ମୁନିଆ ବସ୍ତୁ
Ex. ପିଲାମାନଙ୍କଠାରୁ ଶଙ୍କୁକୁ ଦୂରେଇ ରଖିବା ଉଚିତ
ONTOLOGY:
वस्तु (Object) ➜ निर्जीव (Inanimate) ➜ संज्ञा (Noun)
Wordnet:
kanಬಾಣದ ತುದಿ
kasشَنٛکُو
kokतोंकाळ वस्तू
malശംഖ്
panਸ਼ੰਕੂ
tamகூர்முனை
telనకిలీవస్తువు
ଯେଉଁ ଖୁମ୍ବର ଉପର ଭାଗ ଗୋଜା ତଥା ତଳ ଭାଗ ମୋଟା
Ex. ରାମ ଶଙ୍କୁ ପୋତୁଛି
ONTOLOGY:
मानवकृति (Artifact) ➜ वस्तु (Object) ➜ निर्जीव (Inanimate) ➜ संज्ञा (Noun)
Wordnet:
marशंक्वाकार खांब
telశంకువు
ପ୍ରାଚୀନ କାଳରେ ଯେଉଁ ଖୁଣ୍ଟି ମାଧ୍ୟମରେ ସୂର୍ଯ୍ୟ ବା ଆଲୋକର ଛାଇ ମାପ କରାଯାଉଥିଲା
Ex. ଶଙ୍କୁ ଛାଇର ଲମ୍ବରୁ ସମୟ ଗଣନା କରାଯାଉଥିଲା
ONTOLOGY:
मानवकृति (Artifact) ➜ वस्तु (Object) ➜ निर्जीव (Inanimate) ➜ संज्ञा (Noun)
ବାର ଆଙ୍ଗୁଳର ମାପ
Ex. ଏହି ରୁମାଲର ଲମ୍ବ ଏକ ଶଙ୍କୁ
ONTOLOGY:
माप (Measurement) ➜ अमूर्त (Abstract) ➜ निर्जीव (Inanimate) ➜ संज्ञा (Noun)
Wordnet:
benশঙ্কু
gujબાર આંગળ
kokशंकू
telజాన
urdشنکُو
ଯେଉଁ ବସ୍ତୁର ଗୋଟିଏ ମୁଣ୍ଡ ଗୋଲ ତଥା ଅନ୍ୟ ମୁଣ୍ଡ ମୁନିଆ ବିନ୍ଦୁ ଭଳି ହୋଇଥାଏ
Ex. ଏହି ଶଙ୍କୁ ମୁହଁର ବ୍ୟାସ କେତେ ହେବ?
ONTOLOGY:
अमूर्त (Abstract) ➜ निर्जीव (Inanimate) ➜ संज्ञा (Noun)
Wordnet:
hinशंकु
kanಶಂಕು
tamசங்குவடிவம்
telశంకాకారం
urdشنکُو , مخروطی نما
ଯେଉଁ ପଥର ବା ଖୁମ୍ବ ଗାଁ ସୀମାରେ ପୋତାଯାଇଥାଏ
Ex. ତାଙ୍କୁ ଦୂରରୁ ଗାଁର ଶଙ୍କୁ ହିଁ ଦେଖାଯାଉଥିଲା
ONTOLOGY:
मानवकृति (Artifact) ➜ वस्तु (Object) ➜ निर्जीव (Inanimate) ➜ संज्ञा (Noun)
Wordnet:
benসীমান্তফলক
gujખાંભી
kasکَھش
malഅതിർത്തി കാല്
tamஎல்லைத்தூண்
telపాగాచుట్టుగుడ్డ
urdسنگ میل