ଶରୀରର ଯେଉଁ ରକ୍ତ ଧମନଦ୍ୱାରା ଶରୀରର ଭିନ୍ନ ଭିନ୍ନ ଅଙ୍ଗକୁ ରକ୍ତ ଯାଇ ହୃଦୟରେ ପହଞ୍ଚେ
Ex. ଶରୀରର ଅଶୁଦ୍ଧ ରକ୍ତ ଶିରା ମାଧ୍ୟମରେ ହୃଦୟ ପର୍ଯ୍ୟନ୍ତ ପହଞ୍ଚିଥାଏ
ONTOLOGY:
शारीरिक वस्तु (Anatomical) ➜ वस्तु (Object) ➜ निर्जीव (Inanimate) ➜ संज्ञा (Noun)
Wordnet:
benশিরা
gujશિરા
hinशिरा
kanತಲೆ
malസിര
marशीर
panਸ਼ਿਰਾਵਾਂ
sanधमनिः
telసిర
urdشریان
ଚିନି ଆଦିକୁ ରାନ୍ଧି ପ୍ରସ୍ତୁତ କରାଯାଉଥିବା ରସ ଯେଉଁଥିରେ ମିଠା ଆଦିକୁ ବୁଡ଼ାଇ ରଖାଯାଏ
Ex. ଗୁଡ଼ିଆ ଜିଲାପିଗୁଡ଼ିକୁ ଛାଣି ଚିନି ଶିରାରେ ପକାଉଥିଲା
HOLO STUFF OBJECT:
ଗୁଡ଼ଆମ୍ବ
ONTOLOGY:
खाद्य (Edible) ➜ वस्तु (Object) ➜ निर्जीव (Inanimate) ➜ संज्ञा (Noun)
Wordnet:
asmচেনিপানী
bdसिनि बिदै
gujચાસણી
hinपाग
kanಪಾಕ
kasچاشنی
kokपाक
marपाक
mniꯆꯤꯅꯤ꯭ꯃꯍꯤ
nepपाक
panਚਾਸ਼ਣੀ
tamபாகு
telపాకము
urdشیرہ , پاک
ପତ୍ରର ମଝିରେ-ମଝିରେ ରହିଥିବା ସରୁ ସରୁ ତନ୍ତୁ
Ex. ମାଧୁର୍ଯ୍ୟା ଓସ୍ତପତ୍ରର ଶିରାକୁ ବହୁତ ସୁନ୍ଦରକରି ଆଙ୍କିଛି
ONTOLOGY:
प्राकृतिक वस्तु (Natural Object) ➜ वस्तु (Object) ➜ निर्जीव (Inanimate) ➜ संज्ञा (Noun)
Wordnet:
kasرگ
malഇലഞരമ്പ്
tamநரம்பு(இலை)
urdنس , رگ