କୁହାଯାଉଥିବା କଥା ବା ଶବ୍ଦ କାନରେ ଶୁଣି ଜ୍ଞାନ ପ୍ରାପ୍ତକରିବା
Ex. ସେ ସତ୍ୟନାରାୟଣ ଭଗବାନଙ୍କ କଥା ଶୁଣୁଛି
ONTOLOGY:
ज्ञानसूचक (Cognition) ➜ कर्मसूचक क्रिया (Verb of Action) ➜ क्रिया (Verb)
Wordnet:
asmশুনা
benশোনা
gujસાંભળવું
hinसुनना
kanಕೇಳು
kokआयकप
malകേള്ക്കുക
nepसुन्नु
panਸੁਣਨਾ
sanश्रु
telవినడం
urdسننا , سماعت کرنا
କାହାର କଥା ବା ପ୍ରାର୍ଥନା ଉପରେ ଧ୍ୟାନ ଦେବା
Ex. ରାଜା ଫେରାଦି ଲୋକଙ୍କର ଗୋଟିଏବି କଥା ଶୁଣିଲେ ନାହିଁ
ONTOLOGY:
() ➜ कर्मसूचक क्रिया (Verb of Action) ➜ क्रिया (Verb)
Wordnet:
asmশুনা
bdखोनासं
benশোনা
gujસાંભળવું
kanಕೇಳು
kasبوزُن
panਸੁਣਨਾ
telవిను
urdسننا , ماننا
ନିଜର ନିନ୍ଦାକଥା ବା ଗାଳି ଶ୍ରବଣ କରିବା
Ex. ଆଜି ସକାଳୁ ସକାଳୁ ମୁଁ ମୋ ଶାଶୁଙ୍କଠାରୁ ବହୁତ ଶୁଣିଲି
ONTOLOGY:
कार्यसूचक (Act) ➜ कर्मसूचक क्रिया (Verb of Action) ➜ क्रिया (Verb)
Wordnet:
bdबाथ्रा खोनासंनां
kasبوزُن
malചീത്തകേള്ക്കുക
tamகேள்
telమాటపడు
urdسننا
ବିଚାର ପାଇଁ ଦୁଇ ପକ୍ଷର କଥାକୁ ନିଜ ସମ୍ମୁଖରେ ରଖିବା
Ex. ନ୍ୟାୟଧୀଶ ଅଭିଯୋଗକାରୀ ଓ ଅଭିଯୁକ୍ତ ଦୁହିଁଙ୍କ କଥା ଶୁଣିଲେ
ONTOLOGY:
कार्यसूचक (Act) ➜ कर्मसूचक क्रिया (Verb of Action) ➜ क्रिया (Verb)
Wordnet:
asmশুনানী
gujસાંભળવું
hinसुनना
malവാദംകേള്ക്കുക
କଥା ମାନିବା
Ex. ଆଜିକାଲି ପିଲାମାନେ କାହା କଥା ଶୁଣୁନାହାନ୍ତି
HYPERNYMY:
ଆଜ୍ଞା ପାଳନ କରିବା
ONTOLOGY:
कार्यसूचक (Act) ➜ कर्मसूचक क्रिया (Verb of Action) ➜ क्रिया (Verb)
Wordnet:
bdखोनासं
kasبوزُن
malപറയുന്നത് കേള്ക്കുക
nepटेर्नु
sanश्रु
tamகேள்
telవిను