Dictionaries | References

ସଂସାର

   
Script: Odia

ସଂସାର

ori.wordnet.indo | Oriya  Oriya |   | 
 noun  ଆମେ ପ୍ରାଣୀମାନେ ରହୁଥିବା ଜଗତ   Ex. ସଂସାରରେ ଯେ ବି ଜନ୍ମ ହୁଏ, ତାକୁ ମରିବାକୁ ହୁଏ
HYPONYMY:
ଚେତନ ଜଗତ ଜଡ଼ ଜଗତ
ONTOLOGY:
भौतिक स्थान (Physical Place)स्थान (Place)निर्जीव (Inanimate)संज्ञा (Noun)
SYNONYM:
ଦୁନିଆ ବିଶ୍ୱ ଜଗତ ସୃଷ୍ଟି ଦୁନିଆଁ ଭୁବନ ଭୂଲୋକ ମରଲୋକ ମୃତ୍ୟୁଲୋକ ପୃଥ୍ୱୀଲୋକ ଇହଲୋକ ଜୀବଲୋକ ପୃଥିବୀଲୋକ ମର୍ତ୍ତ୍ୟଲୋକ ଅଧିଲୋକ ମନୁଷ୍ୟଲୋକ
Wordnet:
asmসংসাৰ
bdबुहुम
benপৃথিবী
gujસંસાર
hinसंसार
kanಭೂಮಿ
kasدُنیا قاینات آلم
malഉലകം
marजग
mniꯇꯥꯏꯕꯪꯄꯥꯟ
nepसंसार
panਸੰਸਾਰ
sanसंसारः
tamஉலகம்
telమనుషుల ప్రపంచం
urdعالم , کرہ ارض , دنیا , عالم فانی , کائنات ارضی , دار فانی
 noun  ସଂସାର ବା ଭୂମଣ୍ଡଳର ଯେଉଁ ଭାଗଟି ପୃଥକ୍ ରୂପେ ବିବେଚନା କରାଯାଏ   Ex. କୀଟପତଙ୍ଗଙ୍କର ଅଲଗା ସଂସାର ବନସ୍ପତି ଜଗତରେ ଅନେକ ବିବିଧତା ଭରି ରହିଛି
ONTOLOGY:
भाग (Part of)संज्ञा (Noun)
SYNONYM:
ଜଗତ ଦୁନିଆଁ
Wordnet:
asmজগত
bdसंसार
benসংসার
gujદુનિયા
kasدُنیاہ , سمسار
kokसंवसार
panਸੰਸਾਰ
sanजगत्
tamஉலகம்
telప్రపంచం
urdدنیا , جہان , کائنات , عالم
 noun  କାହାରି ଯେଉଁ ସମସ୍ତ ଅଭିଜ୍ଞତା ତାଙ୍କୁ ବସ୍ତୁଗୁଡ଼ିକ କିପରି ଦିଶେ ବା ପ୍ରତୀତ ହୁଏ ତାହା ନିର୍ଦ୍ଧାରଣ କରେ   Ex. ଆମେ ଏକ ଅଲଗା ସଂସାରରେ ରହୁଛୁ
ONTOLOGY:
संकल्पना (concept)अमूर्त (Abstract)निर्जीव (Inanimate)संज्ञा (Noun)
SYNONYM:
ଦୁନିଆଁ ଜଗତ
Wordnet:
urdدنیا , جہان , جگت , سنسار
   See : ଦୁନିଆ, ଦୁନିଆଁ

Comments | अभिप्राय

Comments written here will be public after appropriate moderation.
Like us on Facebook to send us a private message.
TOP