Dictionaries | References ସ ସେବା Script: Odia Meaning Related Words ସେବା ori.wordnet.indo | Oriya Oriya Rate this meaning Thank you! 👍 noun ଗୁରୁଜନ, ପୂଜ୍ୟ, ସ୍ୱାମୀଆଦିଙ୍କୁ ସୁଖ ପହଞ୍ଚାଇବାପାଇଁ କରାଯାଉଥିବା କାମ Ex. ସେ ଦିନରାତି ନିଜ ମାତାପିତାଙ୍କ ସେବାରେ ଲାଗିଥାଏ HYPONYMY:ଦୁଃସେବା ସେବାଶୁଶ୍ରୂଷା ଋଣ ଅଭିସେବନ ସମାଜ ସେବା ONTOLOGY:कार्य (Action) ➜ अमूर्त (Abstract) ➜ निर्जीव (Inanimate) ➜ संज्ञा (Noun) SYNONYM:ପରିଚର୍ଯ୍ୟାWordnet:asmসেৱা bdसिबिनाय benসেবা gujસેવા hinसेवा kanಸೇವೆ kasخٔدمَت kokसेवा malശുശ്രൂഷ marसेवा mniꯊꯧꯒꯜ nepसेवा panਸੇਵਾ sanसेवा tamசேவை telసేవ urdخدمت , خدمت گذاری , تیمارداری , عیادت noun ଚାକରର କାମ Ex. ଏହି ଘରର ସେବା ମୁଁ ଗଲା କୋଡ଼ିଏ ବର୍ଷହେଲା କରିଆସୁଅଛି ONTOLOGY:कार्य (Action) ➜ अमूर्त (Abstract) ➜ निर्जीव (Inanimate) ➜ संज्ञा (Noun) SYNONYM:ପରିଚର୍ଯ୍ୟା ଚାକିରିWordnet:bdसिबिथाय benসেবা gujસેવા hinसेवा kanಕೆಲಸ kasخٕدمت mniꯐꯅꯅꯕ꯭ꯊꯕꯛ nepसेवा urdخدمت , نوکری , ملازمت noun ସେବକର କାମ ବା ଭାବ Ex. ତାଙ୍କ ସେବାରେ ପ୍ରସନ୍ନ ହୋଇ ସେ ତାକୁ ପୁରସ୍କାର ଦେଲେ ONTOLOGY:कार्य (Action) ➜ अमूर्त (Abstract) ➜ निर्जीव (Inanimate) ➜ संज्ञा (Noun)Wordnet:asmভৃত্যতা bdसिबिनाय benসেবা gujસેવકાઈ hinसेवकाई kanಸೇವಕ ವೃತ್ತಿ kasخدمَتھ , تتٲبیدٲری kokनोकरपण mniꯁꯦꯕꯥ꯭ꯐꯪꯅꯤꯡꯕꯒꯤ꯭ꯃꯑꯣꯡ panਸੇਵਾ sanभृत्यता urdخدمت گذاری , تابعداری noun ସାର୍ବଜନୀନ ବା ଯେଉଁ ସରକାରୀ କାର୍ଯ୍ୟ କୌଣସି ବିଶେଷ ବିଭାଗର ଦାୟିତ୍ୱରେ ଥାଏ Ex. ଆଜିକାଲି ରେଳ ଓ ଉଡ଼ାଜାହାଜ ସେବା ଅଧିକ ସୁଗମ ହୋଇଗଲାଣି HYPONYMY:ଅଧସ୍ତନ ହିତାଧିକାରୀ ଭାରତୀୟ ପ୍ରଶାସନିକ ସେବା ଭାରତୀୟ ପୋଲିସ ସେବା ONTOLOGY:कार्य (Action) ➜ अमूर्त (Abstract) ➜ निर्जीव (Inanimate) ➜ संज्ञा (Noun)Wordnet:kanಸೇವೆ kasخِدمات mniꯁꯥꯔꯚꯤꯁ noun ଅନ୍ୟ ନିମନ୍ତେ କର୍ତବ୍ୟ ପାଳନ, ସ୍ଥାନର ବ୍ୟବସ୍ଥା ଓ ସହାୟକ ଉପକରଣ ଆଦି Ex. ଏଠାକାର ହୋଟଲମାନଙ୍କରେ ଭଲ ସେବା ଉପଲବ୍ଧ HYPONYMY:ପରିବହନ ONTOLOGY:संज्ञा (Noun)Wordnet:benপরিষেবা mniꯁꯔꯚꯤꯁ telసేవ urdخدمت , سروس noun ଅନ୍ୟର ହିତ ବା ସୁବିଧା ନିମନ୍ତେ କୌଣସି ବ୍ୟକ୍ତି ବା ସମୂହ ଦ୍ବାରା କରାଯାଇଥିବା କାମ Ex. ମୋବାଇଲ କମ୍ପାନୀଗୁଡିକ ନିଜର ଗ୍ରାହାକମାନଙ୍କ ନିମନ୍ତେ ଗୋଟିଏ ଅଦ୍ବିତୀୟ ସେବା ଆରମ୍ଭ କରିଛନ୍ତି ONTOLOGY:कार्य (Action) ➜ अमूर्त (Abstract) ➜ निर्जीव (Inanimate) ➜ संज्ञा (Noun) SYNONYM:ସର୍ଭିସ୍Wordnet:gujસેવા kasسٔروِس , خٕدمَت sanसेवा See : ସେବାଶୁଶ୍ରୂଷା, ସର୍ଭିସ Related Words ସେବା ସମାଜ ସେବା ସ୍ବାସ୍ଥ୍ୟ ସେବା ଭାରତୀୟ ପ୍ରଶାସନିକ ସେବା ଇଣ୍ଟରନେଟ୍ ସେବା ପ୍ରଦାନ ଭାରତୀୟ ପୋଲିସ ସେବା ସେବା ନିଯୁକ୍ତି সার্ভিস ସେବା ଶୁଶ୍ରୂଷା କରୁଥିବା ସେବା ଶୁଶ୍ରୂଷା କରୁଥିବା ବ୍ୟକ୍ତି समाजसेवा سَمٲجی خِدمَت سماجی خدمت સમાજસેવા सर्वीस समाज सेवा সমাজসেবা ಆರೋಗ್ಯ ಕೇಂದ್ರ ಸೇವೆ ಸಮಾಜ ಸೇವೆ nursing خٔدمَت ہٮ۪لٕتھ کِیر आरोग्यसेवा services સ્વાસ્થ્ય સેવા ਸਿਹਤ ਸੇਵਾ स्वास्थ्यसेवा स्वास्थ्य सेवा भलायकी सेवा স্বাস্থ্য সেবা آے پی اٮ۪س আইপিএস ভারতীয় প্রশাসনিক সেবা ભારતીય પોલીસ સેવા ભારતીય પ્રશાસનિક સેવા ਭਾਰਤੀ ਪ੍ਰਸ਼ਾਸਨਿਕ ਸੇਵਾ ਭਾਰਤੀ ਪੁਲਿਸ ਸੇਵਾ भारतीयपुलिससेवा भारतीय पुलिस सेवा भारतीय पुलीस सेवा भारतीय पोलिस सेवा भारतीय प्रशासकीय सेवा भारतीय प्रशासनीक सेवा ಭಾರತೀಯ ಪ್ರಶಾಸನಿಕ ಪರೀಕ್ಷೆ ಭಾರತೀಯ ಪೊಲೀಸ್ ಸೇವೆ ഇന്ത്യന് സിവില് സര്വീസ് ഭാരതീയ പോലീസ് സര്വീസ് સેવા भारतीय प्रशासनिक सेवा सेवा इंटरनेट सर्विस प्रोवाइडर ইন্টারনেট সেবা প্রদাতা ਸਰਵਿਸ ઇંટરનેટ સેવા પ્રદાતા சேவை సేవ ಅಂಟರ್ ಜಾಲ ಸೇವೆ ಒದಗಿಸುವ ശുശ്രൂഷ सर्विस সেবা সেৱা ಸೇವೆ आन्तर्जाल सेवा प्रदाता इंटरनेट सेवा प्रदाता ਸੇਵਾ सिबिनाय ପରିଚର୍ଯ୍ୟା service ସର୍ଭିସ୍ ଆଇଏଏସ ଆଇପିଏସ୍ ଇଣ୍ଟରନେଟ୍ ସର୍ଭିସ୍ ପ୍ରୋଭାଇଡର୍ ଚାକିରି ସଭିସ୍ ପ୍ରୋଭାଇଡର ହେଲଥ୍ କେୟାର ସମାଜସେବା ଅଭିସେବନ ଆତ୍ମତୁଷ୍ଟି ଉପଯୋଗ ହେବା ଉଲ୍ଲାସ ଏନଲିଷ୍ଟମେଣ୍ଟ ଦାସ ପ୍ରଥା ଦୁଃସେବା ନର୍ସ ନିଷାଦ ଦେଶ ବିମାନସେବା ବୃଦ୍ଧ ଚାକର ମରଣାପନ୍ନ ଲାଳାୟିତ ସର୍ଭିସ ସେବାକରିବା ସେବାକାରୀ ସେବିତ ସେବୀ ଉପଭୋକ୍ତା ଅତିଥି କକ୍ଷ ଅନୁଚରଗଣ ଅସେବ୍ୟ ଦାସ Folder Page Word/Phrase Person Comments | अभिप्राय Comments written here will be public after appropriate moderation. Like us on Facebook to send us a private message. TOP