Dictionaries | References ହ ହିଡ଼ Script: Odia Meaning Related Words ହିଡ଼ ori.wordnet.indo | Oriya Oriya Rate this meaning Thank you! 👍 noun ଖେତଆଦିର ସୀମା ସୂଚକ ମାଟି ତିଆରି ଉଚ୍ଚ ରେଖା ବା ବନ୍ଧ Ex. ଭାଇମାନଙ୍କ ମଧ୍ୟରେ ବଣ୍ଟାହେବା କାରଣରୁ ଗୋଟିଏ ଖେତରେ କେତେଗୁଡିଏ ହିଡ଼ ପଡ଼ିଗଲା ONTOLOGY:मानवकृति (Artifact) ➜ वस्तु (Object) ➜ निर्जीव (Inanimate) ➜ संज्ञा (Noun) SYNONYM:ହୁଡ଼ାWordnet:benআল gujશેઢો hinमेड़ kanಗಡಿ kasبیر malവരമ്പ് marमेढ mniꯂꯧꯅꯝꯕꯥꯜ tamவரப்பு telసరిహద్దుగట్టు urdمینڈ noun ପାଣି ବହିବାକୁ ଅଟକାଇବାପାଇଁ ତିଆରି ହୋଇଥିବା ହିଡ଼ ବା ବନ୍ଧ Ex. ହିଡ଼ ଭାଙ୍ଗିଗଲା ଏବଂ ଖେତର ସବୁ ପାଣି ବହିଗଲା ONTOLOGY:भौतिक स्थान (Physical Place) ➜ स्थान (Place) ➜ निर्जीव (Inanimate) ➜ संज्ञा (Noun)Wordnet:kanಒಡ್ಡು malബണ്ഡ് telఆనకట్ట Comments | अभिप्राय Comments written here will be public after appropriate moderation. Like us on Facebook to send us a private message. TOP