Dictionaries | References

ଅର୍ଘ୍ୟ

   
Script: Odia

ଅର୍ଘ୍ୟ

ori.wordnet.indo | Oriya  Oriya |   | 
 noun  କୌଣସି ଜଳ ବା ଜଳରେ ମିଶାଯାଇଥିବା ଅନ୍ନ, ଦୁଧ, ଦହି, ଫୁଲଆଦି ଯାହା ଦେବତାଆଦିଙ୍କୁ ଅର୍ପଣ କରାଯାଇଥାଏ   Ex. ମୋର ବୁଢ଼ାବାପା ପ୍ରତିଦିନ ସୂର୍ଯ୍ୟ ଦେବତାଙ୍କୁ ଅର୍ଘ୍ୟ ଦିଅନ୍ତି
ONTOLOGY:
प्राकृतिक वस्तु (Natural Object)वस्तु (Object)निर्जीव (Inanimate)संज्ञा (Noun)
Wordnet:
benঅর্ঘ্য
hinअर्घ्य
kanಅರ್ಗ್ಯ
kasاَرگ
kokअर्घ्य
malഅര്ഘ്യം
marअर्घ्य
tamஅர்ப்பணம்
telఅర్ఘ్యం
urdاردھیہ , ارگھ
 noun  ମହାପୁରୁଷଙ୍କ ଆଗମନ ସମୟରେ ତାଙ୍କ ହାତ ଧୋଇବାପାଇଁ ଦିଆ ଯାଉଥିବା ଜଳ   Ex. ସେ ନଇଁପଡ଼ି ତାଙ୍କ ଗୁରୁଙ୍କ ହାତରେ ଅର୍ଘ୍ୟ ଢାଳିବା ଆରମ୍ଭ କଲେ
ONTOLOGY:
प्राकृतिक वस्तु (Natural Object)वस्तु (Object)निर्जीव (Inanimate)संज्ञा (Noun)
Wordnet:
urdاَرگھ , اَرَگھ
 noun  ବରଯାତ୍ରୀ ଆସିବା ପରେ ସେମାନଙ୍କୁ ଦିଆଯାଉଥିବା ଜଳ   Ex. ବରଯାତ୍ରୀ ଦୁଆର ନିକଟରେ ପହଞ୍ଚି ଗଲେଣି, ମାତ୍ର ଅର୍ଘ୍ୟ ଏବେସୁଦ୍ଧା ପହଞ୍ଚି ନାହିଁ
ONTOLOGY:
प्राकृतिक वस्तु (Natural Object)वस्तु (Object)निर्जीव (Inanimate)संज्ञा (Noun)
Wordnet:
benজল
kasاَرٕگ
 noun  କାହାରି ଆଗମନର ପ୍ରସନ୍ନତା ପ୍ରକଟ କରିବାପାଇଁ ଗଡ଼େଇ ଦିଆଯାଉଥିବା ଜଳ   Ex. ସେ ମଥାରେ ଅର୍ଘ୍ୟ ନେଇ ନବବଧୂର ଆଗମନର ପ୍ରତୀକ୍ଷା କଲେ
ONTOLOGY:
प्राकृतिक वस्तु (Natural Object)वस्तु (Object)निर्जीव (Inanimate)संज्ञा (Noun)
Wordnet:
sanअर्घः
 noun  ପାଣି ଛିଟିକିବାର ପ୍ରକ୍ରିୟା   Ex. ପୂଜା ଆରମ୍ଭ କରିବାପୂର୍ବରୁ ଅର୍ଘ୍ୟର ଆବଶ୍ୟକ ଥାଏ
ONTOLOGY:
शारीरिक कार्य (Physical)कार्य (Action)अमूर्त (Abstract)निर्जीव (Inanimate)संज्ञा (Noun)
Wordnet:
benঅর্ঘ্য
kasآبہٕ چِھرکاو , ارگھ

Comments | अभिप्राय

Comments written here will be public after appropriate moderation.
Like us on Facebook to send us a private message.
TOP