verb ଉପର ଭାଗରେ ଏହି ପ୍ରକାର ଭାର ରଖିବା, ଯେମିତି କୌଣସି ଜିନିଷ ତଳକୁ ଦବିବ ବା ଏପଟସେପଟ ହୋଇ ପାରିବ ନାହିଁ
Ex.
ଛେନାର ମୁଣ୍ଡା ତିଆରି କରିବାପାଇଁ ତାକୁ କନାରେ ବାନ୍ଧିକି ଶିଳ ତଳେ ଦବାଯାଏ ONTOLOGY:
कार्यसूचक (Act) ➜ कर्मसूचक क्रिया (Verb of Action) ➜ क्रिया (Verb)
Wordnet:
asmহেঁচি ধৰা
benচাপা দেওয়া
gujદબાવવું
hinदबाना
kasدَباوُن
kokचेंपणाक घालप
marदाबणे
nepथिच्नु
sanआपीडय
telఅణచు
verb କାହା ଉପରେ କୌଣସି ଆଡ଼ୁ ଏହି ପ୍ରକାର ଜୋର ଦେବା ଯେମିତି ତାହା ପଛକୁ ଘୁଞ୍ଚିଯିବ
Ex.
କମ୍ପ୍ୟୁଟର ଚଳାଇବାପାଇଁ ଗୁଲୁ ତାର ବଟନ ଦବେଇଲା ONTOLOGY:
() ➜ कर्मसूचक क्रिया (Verb of Action) ➜ क्रिया (Verb)
Wordnet:
asmদবোৱা
benটেপা
kasژٮ۪ل دِیُٛن
panਦਬਾਉਣਾ
telనొక్కు
verb କାହା ଉପରେ ଏପରି ଜୋର ଦେବା ଯେ ସେ କିଛି କରିପାରିବ ନାହିଁ
Ex.
ଗୁଣ୍ଡାମାନେ ସମଗ୍ର ବସ୍ତିକୁ ଡରେଇ ଧମକେଇ କରି ଦବେଇଲେ ONTOLOGY:
कार्यसूचक (Act) ➜ कर्मसूचक क्रिया (Verb of Action) ➜ क्रिया (Verb)
Wordnet:
bdनार
benদমিয়ে রাখা
kanಕುಗ್ಗಿಸು
kasدَباوِتھ تھاوُن
malഅടിച്ചമര്ത്തുക
marदडपून ठेवणे
mniꯅꯝꯊꯕ
tamஅமுக்கு
verb ପ୍ରତିଯୋଗିତାରେ ପିଛାଡିବା
Ex.
ଖେଳ ପ୍ରତିଯୋଗିତାରେ ସୌରଭ ବରୁଣକୁ ଦବେଇଦେଲା ONTOLOGY:
कार्यसूचक (Act) ➜ कर्मसूचक क्रिया (Verb of Action) ➜ क्रिया (Verb)
SYNONYM:
ପକେଇବା ପିଛାଡ଼ିବା ଭାରି ପଡ଼ିବା
Wordnet:
asmভাৰী হোৱা
benছাপিয়ে যাওয়া
gujદબાવવું
hinदबाना
kanವಶದಲ್ಲಿಟ್ಟುಕೊಳ್ಳು
kasحٲوی گَژُھن
kokचिड्डप
malപിന്നിലാക്കുക
marवरचढ ठरणे
mniꯅꯝꯊꯕ
panਦਬਾਉਣਾ
telఓడించు
urdدبانا , حاوی ہونا
verb ବଢ଼ୁଥିବା ବେଗ, ବିରୋଧ ଆଦିକୁ ଦମନ କରିବା
Ex.
ପୋଲିସ ହରତାଳକାରୀମାନଙ୍କୁ ଲାଠି ଚାର୍ଜ କରି ଦବେଇଲେ SYNONYM:
ଚପେଇଦେବା ପ୍ରସମିତ କରିବା ଶାନ୍ତ କରିବା
Wordnet:
asmদমোৱা
bdदबथाय
kanದಮನ ಮಾಡು
kasژٔلراوٕنۍ
kokचिड्डप
malഅമര്ച്ചചെയ്യുക
nepदबाउनु
sanसंनियम्
telఆపేయు
urdدبانا , قابوکرنا