Dictionaries | References

ଯିବା

   
Script: Odia

ଯିବା

ori.wordnet.indo | Oriya  Oriya |   | 
 verb  କୌଣସି ସ୍ଥାନ, ପରିସ୍ଥିତିଆଦି ଦେଇ ଆସିବା ବା ଯିବା   Ex. ମୁଁ ସେହି ଗଳିଦେଇ ଯାଉଥିଲି ସେତେବେଳେ ହିଁ ସେ ମୋତେ ଦେଖିନେଲା
ONTOLOGY:
कार्यसूचक (Act)कर्मसूचक क्रिया (Verb of Action)क्रिया (Verb)
 verb  ବୁଲିବାପାଇଁ କୌଣସି ସ୍ଥାନକୁ ଯିବା   Ex. ଆପଣ କେବେ ଆମେରିକା ଯାଇଛନ୍ତି?
HYPERNYMY:
ONTOLOGY:
कर्मसूचक क्रिया (Verb of Action)क्रिया (Verb)
Wordnet:
benবেড়াতে যাওয়া
malചുറ്റി സഞ്ചരിക്കുക
telవిదేశాలకు వెళ్ళు
urdسفرکرنا , سیرکرنا , جانا
 verb  ଏକ ବିଶେଷ ବିନ୍ଦୁ ପରେ ବା ଦୁଇଟି ବିନ୍ଦୁ ପର୍ଯ୍ୟନ୍ତ ବିସ୍ତାରିତ ହେବା, ଯିବା ବା ବିସ୍ତୃତ ହେବା   Ex. ତା ବୁଦ୍ଧି ବେଶୀଦୂର ପର୍ଯ୍ୟନ୍ତ ଯାଏନାହିଁ
ONTOLOGY:
अवस्थासूचक क्रिया (Verb of State)क्रिया (Verb)
 verb  ବ୍ୟାପ୍ତ ହେବା ବା ବ୍ୟବହାରଯୋଗ୍ୟ ହେବା   Ex. ଏହି ରାସ୍ତା କେଉଁ ଆଡକୁ ଯାଇଛି?
HYPERNYMY:
ONTOLOGY:
होना क्रिया (Verb of Occur)क्रिया (Verb)
   see : ପ୍ରସ୍ଥାନ, ପ୍ରସ୍ଥାନ କରିବା, ପଡ଼ିବା

Comments | अभिप्राय

Comments written here will be public after appropriate moderation.
Like us on Facebook to send us a private message.
TOP