ଛାୟାଚିତ୍ର ଯୁକ୍ତ ଝିଲ୍ଲି ରୂପୀ ପତଳା ପ୍ଲାଷ୍ଟିକ ଫିତାର ଏକ ପ୍ରକାର ଗୋଲ ବିଡ଼ା ଯାହାକୁ ପ୍ରୋଜେକ୍ଟର ଦ୍ୱାରା ସିନେମା କରି ଦେଖାଇ ଦିଆଯାଏ
Ex. ଏହି ଚଳଚ୍ଚିତ୍ର ପନ୍ଦର ରିଲ ବିଶିଷ୍ଟ
ONTOLOGY:
मानवकृति (Artifact) ➜ वस्तु (Object) ➜ निर्जीव (Inanimate) ➜ संज्ञा (Noun)
କାଠ ବା ପ୍ଲାଷ୍ଟିକ ଆଦିରେ ତିଆରି ଯେଉଁ ଗୋଲ ବସ୍ତୁ ଉପରେ ସୂତା ଆଦି ଗୁଡ଼ା ଯାଏ
Ex. ଆପଣଙ୍କ ପାଖରେ କୌଣସି ଛୋଟ ରିଲ ଅଛି କି?
ONTOLOGY:
मानवकृति (Artifact) ➜ वस्तु (Object) ➜ निर्जीव (Inanimate) ➜ संज्ञा (Noun)
ଯେଉଁ ରିଲ ଉପରେ ସୂତା ଆଦି ଲାଖି ଥାଏ
Ex. ଏହି ଡବାରେ ବାରଟି ରଙ୍ଗର ସୂତା ରିଲ ଅଛି
ONTOLOGY:
मानवकृति (Artifact) ➜ वस्तु (Object) ➜ निर्जीव (Inanimate) ➜ संज्ञा (Noun)
ଫଟୋକ୍ୟାମେରାରେ ଭରାଯାଇଥିବା ଗୋଟିଏ ବସ୍ତୁ ଯାହାଉପରେ ଉଠାଯାଇଥିବା ଚିତ୍ର ସ୍ଥାପିତ ହୋଇଯାଇଥାଏ
Ex. ମୋତେ ନିଜ କ୍ୟାମେରାରେ ରିଲ ଭରିବାକୁ ପଡ଼ିବ
ONTOLOGY:
मानवकृति (Artifact) ➜ वस्तु (Object) ➜ निर्जीव (Inanimate) ➜ संज्ञा (Noun)
Wordnet:
benরিল
malറീല്
marरोल
tamபுகைப்படச்சுருள்
urdریل , رول