Dictionaries | References ଶ ଶାଖା Script: Odia Meaning Related Words Rate this meaning Thank you! 👍 ଶାଖା ori.wordnet.indo | Oriya Oriya | | noun ଶାଖାରୁ ବାହାରିଥିବା ଛୋଟ ଶାଖା Ex. ସେ ଗଛର ଏକ ଶାଖା ଭାଙ୍ଗିଦେଲା HYPONYMY:କଲମ ONTOLOGY:भाग (Part of) ➜ संज्ञा (Noun) SYNONYM:ଡାଳ ଡାହିWordnet:asmঠানি bdगोर्लै दालाय benপ্রশাখা gujડાળી hinटहनी kanರೆಂಬೆ kasلٔنٛڑ , مُر kokखांदी malകൊമ്പു് marडहाळी mniꯎꯁꯥ꯭ꯃꯆꯥ nepहाँगो panਟਾਹਣੀ sanप्रशाखा tamசிறுகிளை telచిన్నకొమ్మ urdٹہنی , ڈالی , پتلی شاخ noun ଗଛଆଦିର କାଣ୍ଡରେ ଏଣେତେଣେ ବାହାରିଥିବା ଅଙ୍ଗ Ex. ପିଲାମାନେ ଆମ୍ବ ଗଛ ଶାଖାରେ ଝୁଲୁଛନ୍ତି HOLO COMPONENT OBJECT:ଗଛ HYPONYMY:ଶାଖା ବେତ MERO COMPONENT OBJECT:ଛାଲି ONTOLOGY:भाग (Part of) ➜ संज्ञा (Noun) SYNONYM:ଡାଳWordnet:asmডাল benডাল gujડાળ hinडाली kasلنٛگ , شاخ kokखांदो malമരക്കൊമ്പു് marफांदी mniꯨꯎꯁꯥ panਅੰਗ ਸ਼ਾਖਾ sanशाखा tamகிளை telశాఖ urdشاخ , ڈال , ٹہنی , ڈالی noun କୌଣସି ବିଷୟ ବା ସିଦ୍ଧାନ୍ତ ସମ୍ପର୍କରେ ଏକ ବିଚାର ବା ମତ ଦେଉଥିବା ଲୋକମାନଙ୍କ ବର୍ଗ Ex. ଜୈନଧର୍ମ ଅନ୍ତର୍ଗତ ଦୁଇଟି ଶାଖା ଦିଗମ୍ବର ଏବଂ ଶ୍ୱେତାମ୍ବର ନାମରେ ପରିଚିତ HYPONYMY:ବୈଷ୍ଣବ ସିହା ସଂପ୍ରଦାୟ ସୁନ୍ନୀ ରାମାବତ ONTOLOGY:समूह (Group) ➜ संज्ञा (Noun) SYNONYM:ସମ୍ପ୍ରଦାୟ ବିଭାଗWordnet:asmশাখা bdदालाइ gujસંપ્રદાય kanಶಾಖೆ kasشاخ kokपंथ malശാഖ mniDꯔꯝꯒꯤ꯭ꯀꯥꯡꯕꯨ panਸ਼ਾਖਾ sanसम्प्रदायः telశాఖ urdطبقہ , شعبہ , شاخ noun କୌଣସି ବର୍ଗର ଯେଉଁ ଭାଗ ବା ଅଂଶଟି ସ୍ୱୟଂସମ୍ପୂର୍ଣ୍ଣ ଥାଏ Ex. ଏହି ସଂସ୍ଥାର ପାଞ୍ଚୋଟି ଶାଖା ଅଛି HYPONYMY:ବିଷୟ ଡୀଅକ୍ସୀଏଡ଼ିନୋସିନ ମନୋଫସ୍ଫେଟ ଏଡ଼େନିନ ଉଷ୍ମାଗତିକୀ ବାୟୁଗତିକୀ ଇଲେକଟ୍ରୋନିକ୍ସ କାରକ ଉପାଦାନ ONTOLOGY:भाग (Part of) ➜ संज्ञा (Noun) SYNONYM:ଅଙ୍ଗ ଅବୟବWordnet:gujશાખા hinअंग kasشاخ kokफांटो nepअङ्ग sanअङ्गम् urdعضو , حصہ , شاخ , عنصر noun ମୁଖ୍ୟଧାରାରେ ମିଶିଥିବା ବା ମୁଖ୍ୟଧାରାରୁ ବାହାରିଥିବା ଧାରା Ex. ପ୍ରତ୍ୟେକ ବଡ଼ନଦୀର କିଛି ଶାଖା ଥାଏ ONTOLOGY:प्राकृतिक वस्तु (Natural Object) ➜ वस्तु (Object) ➜ निर्जीव (Inanimate) ➜ संज्ञा (Noun)Wordnet:kasشاخ kokफांटे urdشاخ see : ସଂପ୍ରଦାୟ Comments | अभिप्राय Comments written here will be public after appropriate moderation. Like us on Facebook to send us a private message. TOP