Dictionaries | References ସ ସେବା Script: Odia Meaning Related Words ସେବା ori.wordnet.indo | Oriya Oriya Rate this meaning Thank you! 👍 noun ଗୁରୁଜନ, ପୂଜ୍ୟ, ସ୍ୱାମୀଆଦିଙ୍କୁ ସୁଖ ପହଞ୍ଚାଇବାପାଇଁ କରାଯାଉଥିବା କାମ Ex. ସେ ଦିନରାତି ନିଜ ମାତାପିତାଙ୍କ ସେବାରେ ଲାଗିଥାଏ HYPONYMY:ଦୁଃସେବା ସେବାଶୁଶ୍ରୂଷା ଋଣ ଅଭିସେବନ ସମାଜ ସେବା ONTOLOGY:कार्य (Action) ➜ अमूर्त (Abstract) ➜ निर्जीव (Inanimate) ➜ संज्ञा (Noun) SYNONYM:ପରିଚର୍ଯ୍ୟାWordnet:asmসেৱা bdसिबिनाय benসেবা gujસેવા hinसेवा kanಸೇವೆ kasخٔدمَت kokसेवा malശുശ്രൂഷ marसेवा mniꯊꯧꯒꯜ nepसेवा panਸੇਵਾ sanसेवा tamசேவை telసేవ urdخدمت , خدمت گذاری , تیمارداری , عیادت noun ଚାକରର କାମ Ex. ଏହି ଘରର ସେବା ମୁଁ ଗଲା କୋଡ଼ିଏ ବର୍ଷହେଲା କରିଆସୁଅଛି ONTOLOGY:कार्य (Action) ➜ अमूर्त (Abstract) ➜ निर्जीव (Inanimate) ➜ संज्ञा (Noun) SYNONYM:ପରିଚର୍ଯ୍ୟା ଚାକିରିWordnet:bdसिबिथाय benসেবা gujસેવા hinसेवा kanಕೆಲಸ kasخٕدمت mniꯐꯅꯅꯕ꯭ꯊꯕꯛ nepसेवा urdخدمت , نوکری , ملازمت noun ସେବକର କାମ ବା ଭାବ Ex. ତାଙ୍କ ସେବାରେ ପ୍ରସନ୍ନ ହୋଇ ସେ ତାକୁ ପୁରସ୍କାର ଦେଲେ ONTOLOGY:कार्य (Action) ➜ अमूर्त (Abstract) ➜ निर्जीव (Inanimate) ➜ संज्ञा (Noun)Wordnet:asmভৃত্যতা bdसिबिनाय benসেবা gujસેવકાઈ hinसेवकाई kanಸೇವಕ ವೃತ್ತಿ kasخدمَتھ , تتٲبیدٲری kokनोकरपण mniꯁꯦꯕꯥ꯭ꯐꯪꯅꯤꯡꯕꯒꯤ꯭ꯃꯑꯣꯡ panਸੇਵਾ sanभृत्यता urdخدمت گذاری , تابعداری noun ସାର୍ବଜନୀନ ବା ଯେଉଁ ସରକାରୀ କାର୍ଯ୍ୟ କୌଣସି ବିଶେଷ ବିଭାଗର ଦାୟିତ୍ୱରେ ଥାଏ Ex. ଆଜିକାଲି ରେଳ ଓ ଉଡ଼ାଜାହାଜ ସେବା ଅଧିକ ସୁଗମ ହୋଇଗଲାଣି HYPONYMY:ଅଧସ୍ତନ ହିତାଧିକାରୀ ଭାରତୀୟ ପ୍ରଶାସନିକ ସେବା ଭାରତୀୟ ପୋଲିସ ସେବା ONTOLOGY:कार्य (Action) ➜ अमूर्त (Abstract) ➜ निर्जीव (Inanimate) ➜ संज्ञा (Noun)Wordnet:kanಸೇವೆ kasخِدمات mniꯁꯥꯔꯚꯤꯁ noun ଅନ୍ୟ ନିମନ୍ତେ କର୍ତବ୍ୟ ପାଳନ, ସ୍ଥାନର ବ୍ୟବସ୍ଥା ଓ ସହାୟକ ଉପକରଣ ଆଦି Ex. ଏଠାକାର ହୋଟଲମାନଙ୍କରେ ଭଲ ସେବା ଉପଲବ୍ଧ HYPONYMY:ପରିବହନ ONTOLOGY:संज्ञा (Noun)Wordnet:benপরিষেবা mniꯁꯔꯚꯤꯁ telసేవ urdخدمت , سروس noun ଅନ୍ୟର ହିତ ବା ସୁବିଧା ନିମନ୍ତେ କୌଣସି ବ୍ୟକ୍ତି ବା ସମୂହ ଦ୍ବାରା କରାଯାଇଥିବା କାମ Ex. ମୋବାଇଲ କମ୍ପାନୀଗୁଡିକ ନିଜର ଗ୍ରାହାକମାନଙ୍କ ନିମନ୍ତେ ଗୋଟିଏ ଅଦ୍ବିତୀୟ ସେବା ଆରମ୍ଭ କରିଛନ୍ତି ONTOLOGY:कार्य (Action) ➜ अमूर्त (Abstract) ➜ निर्जीव (Inanimate) ➜ संज्ञा (Noun) SYNONYM:ସର୍ଭିସ୍Wordnet:gujસેવા kasسٔروِس , خٕدمَت sanसेवा See : ସେବାଶୁଶ୍ରୂଷା, ସର୍ଭିସ Comments | अभिप्राय Comments written here will be public after appropriate moderation. Like us on Facebook to send us a private message. TOP