କୌଣସି ସ୍ଥାନରୁ ଗଛଲତା ଓପାଡି ଆଣି ଅନ୍ୟ ସ୍ଥାନରେ ଲଗାଇବାର ପ୍ରକ୍ରିୟା
Ex. ବର୍ଷାକାଳ ଆରୋପଣ କରିବାର ସବୁଠାରୁ ଭଲ ସମୟ
ONTOLOGY:
शारीरिक कार्य (Physical) ➜ कार्य (Action) ➜ अमूर्त (Abstract) ➜ निर्जीव (Inanimate) ➜ संज्ञा (Noun)
ଅଧିକାରପୂର୍ବକ କାହା ଉପରେ କୌଣସି ଖଜଣା ବା ଶୁଳ୍କ ଲଗାଇବାର କ୍ରିୟା
Ex. ସରକାରୀ ଆରୋପଣରୁ ରକ୍ଷାପାଇବାପାଇଁ ଉପାୟ କଣ ?
ONTOLOGY:
शारीरिक कार्य (Physical) ➜ कार्य (Action) ➜ अमूर्त (Abstract) ➜ निर्जीव (Inanimate) ➜ संज्ञा (Noun)
ଊତକରେ କୌଣସି କୃତ୍ରିମ ଅଙ୍ଗକୁ ସ୍ଥାୟୀ ରୂପରେ ବସାଇବା ବା ଲଗାଇବାର କ୍ରିୟା
Ex. ଆଜିକାଲି ଆଖିରେ ଲେନ୍ସର ଆରୋପଣ ସହଜ ହୋଇଯାଇଛି
ONTOLOGY:
कार्य (Action) ➜ अमूर्त (Abstract) ➜ निर्जीव (Inanimate) ➜ संज्ञा (Noun)
SYNONYM:
ଅଙ୍ଗ ଆରୋପଣ ଅଙ୍ଗାରୋପଣ ଇମ୍ପ୍ଲାଣ୍ଟ ଇଂପ୍ଲାଂଟ
Wordnet:
benআরোপন
gujઆરોપણ
hinआरोपण
kanಅಂತರ್ನಿವೇಶನ
kasاِمپِلاںٛٹ , لاگُن
kokआरोपण
malപിടിപ്പിക്കല്
panਰੋਪਣ
sanआरोपणम्