କୌଣସି ବସ୍ତୁ ଉପରେ ଅଧିକାର ସାବ୍ୟସ୍ତ କରିବା କାମ
Ex. ଝିଅମାନେ ମଧ୍ୟ ନିଜ ପିତାଙ୍କ ସମ୍ପତି ଉପରେ ଦାବି କରିପାରିବେ
ONTOLOGY:
कार्य (Action) ➜ अमूर्त (Abstract) ➜ निर्जीव (Inanimate) ➜ संज्ञा (Noun)
Wordnet:
asmদাবী
bdदाबि खालामना
hinदावा
kanಹಕ್ಕು ಕೇಳಿಕೆ
nepदाबी
panਦਾਵਾ
sanअधिकरणम्
telదావా
urdدعویٰٰ , استحقاق
ସମ୍ପତ୍ତି ଅଥବା ଅଧିକାରର ରକ୍ଷା କିମ୍ବା ପ୍ରାପ୍ତି କରିବାପାଇଁ ଚାଲିଥିବା ମୋକଦମା
Ex. ବିଡ଼ଲା ପ୍ରିୟମ୍ବଦାର ଇଚ୍ଛାପତ୍ର ବିରୁଦ୍ଧରେ ଦାବି କରିଅଛି
ONTOLOGY:
कार्य (Action) ➜ अमूर्त (Abstract) ➜ निर्जीव (Inanimate) ➜ संज्ञा (Noun)
Wordnet:
bdदाबि खालामनाय
kanಹಕ್ಕು ಕೋರಿಕೆ ದಾವೆ
malഅവകാശവാദം
mniꯀꯦꯁ꯭ꯁꯣꯛꯅꯕ
nepदाबी
tamபுகார்
telదావా
ଦୃଢ଼ତାପୂର୍ବକ କହିବା
Ex. ଆପଣଙ୍କର ରାମ ବାବଦରେ ଏହି ଦାବି ଉଚିତ ନୁହେଁ
ONTOLOGY:
संप्रेषण (Communication) ➜ कार्य (Action) ➜ अमूर्त (Abstract) ➜ निर्जीव (Inanimate) ➜ संज्ञा (Noun)
Wordnet:
bdनारसिननाय
benদাবি
malഉറപ്പിച്ച് പറയൽ
mniꯆꯨꯝꯃꯤ꯭ꯍꯥꯏꯔꯤꯕ꯭ꯋꯥꯐꯝ
telఆరోపణ
urdدعویٰ
କୌଣସି ବିଶେଷ କାର୍ଯ୍ୟ ନିମିତ୍ତ କାହାରିକୁ କିଛି ମାଗିବା ବା କୌଣସି କାର୍ଯ୍ୟ କରିବାପାଇଁ ଅଧିକାରପୂର୍ବକ କହିବା ପ୍ରକ୍ରିୟା
Ex. ନିଜ ଲୋକଙ୍କ ପାଖରେ ଦାବି କରିବାରେ ଲାଜ କାହିଁକି?
ONTOLOGY:
शारीरिक कार्य (Physical) ➜ कार्य (Action) ➜ अमूर्त (Abstract) ➜ निर्जीव (Inanimate) ➜ संज्ञा (Noun)
Wordnet:
benযাচনা
gujયાચના
hinअधियाचन
malആജ്ഞനല്കല്
panਅਧਿਯਾਚਨ
tamகேட்டுப்பெறுதல்
urdحق طلبی
କାହାରିକୁ ଆଧିକାରିକ ରୂପରେ ବା ଦୃଢତା ସହକାରେ ଆମର ଅମୁକଅମୁକ ସୁବିଧାମାନ ମିଳିବା ଆବଶ୍ୟକ ବୋଲି କହିବାର କ୍ରିୟା
Ex. ଶ୍ରମିକମାନଙ୍କ ଦାବି ପୂରଣ ନ ହେବାରୁ ସେମାନେ ହରତାଳ କରିବାକୁ ଲାଗିଲେ
ONTOLOGY:
शारीरिक कार्य (Physical) ➜ कार्य (Action) ➜ अमूर्त (Abstract) ➜ निर्जीव (Inanimate) ➜ संज्ञा (Noun)
Wordnet:
gujમાંગ
kanಬೇಡಿಕೆ
kasمُطالبہٕ , مانٛگ
sanअभियाचना