ଯଜ୍ଞର ପାଉଁଶ ଯାହାକୁ ଶିବଭକ୍ତ ମୁଣ୍ଡରେ ଲଗାନ୍ତି ଏବଂ ଶରୀରରେ ବୋଳିଥାନ୍ତି
Ex. ସାଧୁବାବା ଭସ୍ମ ଲଗେଇ ସାଧନାରେ ମଗ୍ନ ଅଛନ୍ତି
ONTOLOGY:
वस्तु (Object) ➜ निर्जीव (Inanimate) ➜ संज्ञा (Noun)
Wordnet:
benভস্ম
kasبَسٛم
malഭസ്മം
ଚିକିତ୍ସାଶାସ୍ତ୍ରରେ ଔଷଧରୂପେ ବ୍ୟବହାର କରିବାପାଇଁ ଧାତୁଆଦିର ଯେଉଁରୂପକୁ ଏକ ବିଶିଷ୍ଟ ପ୍ରକ୍ରିୟାଦ୍ୱାରା ଫୁଙ୍କିବାଫଳରେ ପ୍ରାପ୍ତ ହୋଇଥାଏ
Ex. ଚ୍ୟବନପ୍ରାସରେ ସୁନା, ରୁପା ଆଦିର ଭସ୍ମ ମଧ୍ୟ ମିଶାଯାଏ
ONTOLOGY:
मानवकृति (Artifact) ➜ वस्तु (Object) ➜ निर्जीव (Inanimate) ➜ संज्ञा (Noun)
Wordnet:
kasسوٗر , بَسٛم
tamபஸ்பம்
telపొడి
urdبھسم
ବନସ୍ପତି ଆଦିକୁ ଭସ୍ମକରି ପ୍ରସ୍ତୁତ କରାଯାଇଥିବା ଖାର
Ex. କଦଳୀର ପତ୍ରରୁ ପ୍ରାପ୍ତ ଭସ୍ମକୁ ମହୁ ସହିତ ମିଶାଇ ଖାଇଲେ କାଶ ଭଲହୁଏ
ONTOLOGY:
मानवकृति (Artifact) ➜ वस्तु (Object) ➜ निर्जीव (Inanimate) ➜ संज्ञा (Noun)