Dictionaries | References

ଭାଙ୍ଗିବା

   
Script: Odia

ଭାଙ୍ଗିବା

ori.wordnet.indo | Oriya  Oriya |   | 
 verb  କାନ୍ଥ, ଘର ଆଦିକୁ ଭାଙ୍ଗି ଖସେଇବା   Ex. ସୋହନ ନୂଆଘର ତିଆରି କରିବାପାଇଁ ପୁରୁଣା ଘରକୁ ଭାଙ୍ଗୁଛି
ONTOLOGY:
विनाशसूचक (Destruction)कर्मसूचक क्रिया (Verb of Action)क्रिया (Verb)
 verb  ଏକାଥରକେ ଅନେକ ପରିମାଣରେ ଆସିବା   Ex. ମହୁମାଛିମାନେ ଭାଙ୍ଗିଲେ ଆଉ ଲୋକମାନଙ୍କୁ ବିନ୍ଧିବାକୁ ଲାଗିଲେ / ସିନେମାଘର ବାହାରେ ଭିଡ଼ ଭାଙ୍ଗୁଛି
HYPERNYMY:
ONTOLOGY:
होना क्रिया (Verb of Occur)क्रिया (Verb)
SYNONYM:
ଉଛୁଳି ପଡ଼ିବା
 verb  ଟଙ୍କା,ନୋଟ ଆଦିକୁ ଛୋଟ ମୁଦ୍ରା ବା ଟଙ୍କାରେ ପରିଣତ କରିବା   Ex. ହଜାର ଟଙ୍କିଆ ନୋଟଟି କେଉଁଠି ଭାଙ୍ଗିଲାନାହିଁ
ONTOLOGY:
होना क्रिया (Verb of Occur)क्रिया (Verb)
   see : ଫଟେଇବା, ଉଜୁଡ଼ିବା, ଦୁର୍ବଳ, ଖୁଚୁରାନଥିବା

Comments | अभिप्राय

Comments written here will be public after appropriate moderation.
Like us on Facebook to send us a private message.
TOP