Dictionaries | References ମ ମାର୍ଫତ Script: Odia Meaning Related Words ମାର୍ଫତ ori.wordnet.indo | Oriya Oriya Rate this meaning Thank you! 👍 noun ଇସଲାମ ଧର୍ମ ବିଶେଷତଃ ସୁଫୀ ସମ୍ପ୍ରଦାୟରେ ସାଧନାର ଚାରି ସ୍ଥିତି ଗୁଡିକ ମଧ୍ୟରୁ ତୃତୀୟ ସ୍ଥିତି ଯେଉଁଥିରେ ସାଧକ ନିଜ ଗୁରୁ ବା ପୀରଙ୍କ ଉପଦେଶ ଏବଂ ଶିକ୍ଷାରେ ଜ୍ଞାନୀ ହୋଇଯାଏ Ex. ଇସଲାମରେ ଶରୀଅତ,ତରିକତ,ମାର୍ଫତ ଏବଂ ହକିକତ-ଏହି ଚାରି ସ୍ଥିତି ରହିଛି ONTOLOGY:मानसिक अवस्था (Mental State) ➜ अवस्था (State) ➜ संज्ञा (Noun) SYNONYM:ମାରଫତWordnet:benমার্ফত gujમારફત hinमारिफ़त kasمٲرِفت kokमार्फत malമാര്ഫത് marमारिफत panਮਾਰਫ਼ਤ sanमार्फत noun ଗୋଟିଏ ପ୍ରକାର ଉର୍ଦ୍ଦୁ କବିତା ଯେଉଁଥିରେ ସାଧାରଣ ରୂପରେ ତ ଲୌକିକ ପ୍ରେମର ଉଲ୍ଲେଖ ହୋଇଥାଏ କିନ୍ତୁ ଧ୍ବନି ବା ଶ୍ଳେଷରେ ପ୍ରକୃତରେ ଈଶ୍ବରଙ୍କ ପ୍ରତି ପ୍ରେମ ପ୍ରକାଶିତ ହୋଇଥାଏ Ex. ଅନ୍ୟୋକ୍ତିର ଗୋଟିଏ ପ୍ରକାର ହେଉଛି ମାର୍ଫତ/ଯଦି ଆପଣଙ୍କର କୌଣସି ମାର୍ଫତଗଜଲ ମନେ ଅଛି,ତେବେ ଶୁଣାନ୍ତୁ ONTOLOGY:मानवकृति (Artifact) ➜ वस्तु (Object) ➜ निर्जीव (Inanimate) ➜ संज्ञा (Noun) SYNONYM:ମାରଫତWordnet:marमार्फत sanमार्फतम् Comments | अभिप्राय Comments written here will be public after appropriate moderation. Like us on Facebook to send us a private message. TOP