Dictionaries | References

ମୁକ୍ତି

   
Script: Odia

ମୁକ୍ତି

ori.wordnet.indo | Oriya  Oriya |   | 
 noun  ଜନ୍ମ ଓ ମରଣର ବନ୍ଧନରୁ ଜୀବର ମୁକ୍ତି ହେବାର ଅବସ୍ଥା   Ex. ସାଧୁ ଲୋକଙ୍କର ମୋକ୍ଷ ପ୍ରାପ୍ତି ଘଟେ
ONTOLOGY:
अवस्था (State)संज्ञा (Noun)
SYNONYM:
ମୋକ୍ଷ ନିର୍ବାଣ କୈବଲ୍ୟ ମୋଚନ ନିଷ୍କୃତି ଅମରପଦ
Wordnet:
asmমোক্ষ
bdनिस्थार मोननाय
benমোক্ষ
gujમોક્ષ
hinमोक्ष
kanಮೋಕ್ಷ
kasنجات
kokमोक्ष
malമോക്ഷം
marमोक्ष
mniꯑꯔꯥꯟ꯭ꯈꯨꯕꯝ
panਮੁਕਤੀ
sanमोक्षः
tamமுக்திநிலை
telస్వర్గం
urdنجات , آزادی
 noun  କୌଣସି ପ୍ରକାର ଜଂଜାଳ, ବନ୍ଧନ, ଝଂଝଟ ଇତ୍ୟାଦିରୁ ମୁକ୍ତ ହେବାର କ୍ରିୟା   Ex. କୌଣସି ପ୍ରକାର ବନ୍ଧନରୁ ମୁକ୍ତି ହେବାର ଆଶା ସମସ୍ତଙ୍କର ଥାଏ
HYPONYMY:
ମୁକ୍ତ ହେବା ଶାପମୁକ୍ତି ଋଣ ମୁକ୍ତ ଅନ୍ତବିଦାରଣ
ONTOLOGY:
कार्य (Action)अमूर्त (Abstract)निर्जीव (Inanimate)संज्ञा (Noun)
SYNONYM:
ବିମୁକ୍ତି ବନ୍ଧନ ମୁକ୍ତ ନିବୃତ୍ତି
Wordnet:
asmমুক্তি
bdउदांस्रि
gujમુક્તિ
hinमुक्ति
kanಮುಕ್ತಿ
kasآزٲدی
kokसुटावो
malമുക്‌തി
marमुक्ती
mniꯅꯤꯡꯇꯝꯕ
nepमुक्ति
panਮੁਕਤੀ
telముక్తి
urdآزادی , چھٹکارا , نجات , رہائی , خلاصی
 noun  ମୁକ୍ତି ପାଇବାର କ୍ରିୟା   Ex. ଈଶ୍ୱର ସାଧନା ହିଁ ଜଗତରୁ ମୁକ୍ତି ପାଇବାର ସାଧନ
ONTOLOGY:
कार्य (Action)अमूर्त (Abstract)निर्जीव (Inanimate)संज्ञा (Noun)
SYNONYM:
ନିସ୍ତାର ଉଦ୍ଧାର ମୋକ୍ଷ
Wordnet:
gujઉગાર
hinउबराई
malതിരിച്ചെടുക്കൽ
panਉਭਰਾਈ
tamவிடுபடுதல்
telరక్షించడం
urdنجات , چٹکار , بچاو , ابرائی
 noun  ଦାୟିତ୍ବ, ଦେଣା ଆଦିରୁ ମୁକୁଳିବାର ଅବସ୍ଥା ବା ଭାବ   Ex. ଅତିରିକ୍ତ କରଜରୁ ମୁକୁଳିବା ପାଇଁ ଘର ବିକିବା ଛଡା ଅନ୍ୟ ଗତିନାହିଁ
ONTOLOGY:
अवस्था (State)संज्ञा (Noun)
SYNONYM:
ନିବୃତ୍ତି
Wordnet:
gujમુક્તિ
kasآزٲدی , نَجاتھ
marमुक्ती
panਮੁਕਤੀ
 noun  ମୃତ୍ୟୁର ଫଳସ୍ବରୂପ ସାଂସାରିକ କଷ୍ଟଭୋଗର ସମାପ୍ତି ଅଥବା ଏଥିରୁ ମିଳୁଥିବା ମୁକ୍ତି   Ex. କ୍ଷୀଣରୋଗରେ ପୀଡିତ ଜୀବନରୁ ସେ ଦିନରାତି ମୁକ୍ତି କାମନା କରୁଛି
ONTOLOGY:
अवस्था (State)संज्ञा (Noun)
SYNONYM:
ତ୍ରାହି ଉଦ୍ଧାର
Wordnet:
sanमुक्तिः
 noun  ମୁକ୍ତକରିବା ବା ହେବାର ଅବସ୍ଥା ବା ଭାବ   Ex. ଆମେରିକାରେ ଦାସ ମୁକ୍ତିର ଶ୍ରେୟ ଆବ୍ରାହମ ଲିଙ୍କନଙ୍କୁ ଦିଆଯାଏ
HYPONYMY:
ମୁକ୍ତି
ONTOLOGY:
अवस्था (State)संज्ञा (Noun)
SYNONYM:
ନିବୃତ୍ତି ଉଦ୍ଧାର ବିମୁକ୍ତି ବନ୍ଧନ
Wordnet:
sanमुक्तिः
   See : ଉଦ୍ଧାର, ବନ୍ଧନ ମୁକ୍ତି

Comments | अभिप्राय

Comments written here will be public after appropriate moderation.
Like us on Facebook to send us a private message.
TOP