Dictionaries | References

ଉପନିବେଶ

   
Script: Odia

ଉପନିବେଶ

ori.wordnet.indo | Oriya  Oriya |   | 
 noun  ବାହର ତତ୍ତ୍ୱ, କୀଟାଣୁଆଦିର କୌଣସି ସ୍ଥାନରେ ହୋଇଥିବା ଜମାଟ   Ex. ବର୍ଷା ଦିନରେ ସ୍ଥାନେ ସ୍ଥାନେ ଏକତ୍ରିତ ଜଳ କାରଣରୁ ରୋଗ ଜୀବାଣୁ, ମଶାଆଦିର ହେଉଥିବା ଉପନିବେଶ, ବେମାରୀର କାରଣ ହୋଇଥାଏ
ONTOLOGY:
कार्य (Action)अमूर्त (Abstract)निर्जीव (Inanimate)संज्ञा (Noun)
 noun  ଅନ୍ୟ ସ୍ଥାନରୁ ଆସିଥିବା ଲୋକଙ୍କ ବସ୍ତି   Ex. ପ୍ରଥମେ ପ୍ରଥମେ ଇଂରେଜମାନେ ଭାରତରେ ଅନେକ ଜାଗାରେ ନିଜର ଉପନିବେଶ ସ୍ଥାପନ କରିଥିଲେ
ONTOLOGY:
भौतिक स्थान (Physical Place)स्थान (Place)निर्जीव (Inanimate)संज्ञा (Noun)
Wordnet:
mniꯀꯣꯂꯣꯅꯤ
tamகுடியேற்ற நிலம்
urdنوآبادیات , کالونی
 noun  ଏକ ସ୍ଥାନରୁ ଅନ୍ୟ ଏକ ସ୍ଥାନକୁ ଯାଇ ବସବାସ କରିବା କ୍ରିୟା   Ex. ଇଂଗ୍ରେଜମାନଙ୍କ ଭାରତରେ ଉପନିବେଶ ଏହି ସମୟରେ ହୋଇଥିଲା ଯେତେବେଳେ ଭାରତ ଛୋଟ-ଛୋଟ ରାଜ୍ୟରେ ବିଭକ୍ତ ଥିଲା
ONTOLOGY:
शारीरिक कार्य (Physical)कार्य (Action)अमूर्त (Abstract)निर्जीव (Inanimate)संज्ञा (Noun)
Wordnet:
kasنَو آباد کٲری
mniꯃꯤꯔꯩꯕꯥꯛꯇꯒꯤ꯭ꯂꯥꯛꯄ꯭ꯃꯤꯑꯣꯏꯁꯤꯡꯒꯤ꯭ꯈꯨꯟꯗꯥꯐꯝ
urdنوآبادکاری , استعمار , آبادکاری , استعماریت
 noun  ନିଜ ଘରଠାରୁ ଦୂରକୁ ଯାଇ ବସବାସ କରୁଥିବା ଲୋକସମୂହ ଯେଉଁମାନେ ସ୍ୱଦେଶ ସହ ସଂପର୍କ ଜାରି ରଖିଥାନ୍ତି   Ex. ଉପନିବେଶଙ୍କ ପାଖରେ ନିଜ ଦେଶର ରାଷ୍ଟ୍ରୀୟତା ରହିଥାଏ
ONTOLOGY:
समूह (Group)संज्ञा (Noun)
 noun  ରାଜନୈତିକ ରୂପରେ ଗୋଟିଏ ଦୂର ଦେଶଦ୍ୱାରା ନିୟନ୍ତ୍ରିତ ହେଉଥିବା ଏକ ଭୌଗଳିକ କ୍ଷେତ୍ର   Ex. ଏହି ଉପନିବେଶ ଆମେରିକାଦ୍ୱାରା ନିୟନ୍ତ୍ରିତ
ONTOLOGY:
भौतिक स्थान (Physical Place)स्थान (Place)निर्जीव (Inanimate)संज्ञा (Noun)

Comments | अभिप्राय

Comments written here will be public after appropriate moderation.
Like us on Facebook to send us a private message.
TOP