Dictionaries | References

ଦାବି

   
Script: Odia

ଦାବି

ori.wordnet.indo | Oriya  Oriya |   | 
 noun  କୌଣସି ବସ୍ତୁ ଉପରେ ଅଧିକାର ସାବ୍ୟସ୍ତ କରିବା କାମ   Ex. ଝିଅମାନେ ମଧ୍ୟ ନିଜ ପିତାଙ୍କ ସମ୍ପତି ଉପରେ ଦାବି କରିପାରିବେ
ONTOLOGY:
कार्य (Action)अमूर्त (Abstract)निर्जीव (Inanimate)संज्ञा (Noun)
Wordnet:
asmদাবী
bdदाबि खालामना
hinदावा
kanಹಕ್ಕು ಕೇಳಿಕೆ
nepदाबी
panਦਾਵਾ
sanअधिकरणम्
telదావా
urdدعویٰٰ , استحقاق
 noun  ସମ୍ପତ୍ତି ଅଥବା ଅଧିକାରର ରକ୍ଷା କିମ୍ବା ପ୍ରାପ୍ତି କରିବାପାଇଁ ଚାଲିଥିବା ମୋକଦମା   Ex. ବିଡ଼ଲା ପ୍ରିୟମ୍ବଦାର ଇଚ୍ଛାପତ୍ର ବିରୁଦ୍ଧରେ ଦାବି କରିଅଛି
ONTOLOGY:
कार्य (Action)अमूर्त (Abstract)निर्जीव (Inanimate)संज्ञा (Noun)
Wordnet:
bdदाबि खालामनाय
kanಹಕ್ಕು ಕೋರಿಕೆ ದಾವೆ
malഅവകാശവാദം
mniꯀꯦꯁ꯭ꯁꯣꯛꯅꯕ
nepदाबी
tamபுகார்
telదావా
 noun  ଦୃଢ଼ତାପୂର୍ବକ କହିବା   Ex. ଆପଣଙ୍କର ରାମ ବାବଦରେ ଏହି ଦାବି ଉଚିତ ନୁହେଁ
ONTOLOGY:
संप्रेषण (Communication)कार्य (Action)अमूर्त (Abstract)निर्जीव (Inanimate)संज्ञा (Noun)
Wordnet:
bdनारसिननाय
benদাবি
malഉറപ്പിച്ച് പറയൽ
mniꯆꯨꯝꯃꯤ꯭ꯍꯥꯏꯔꯤꯕ꯭ꯋꯥꯐꯝ
telఆరోపణ
urdدعویٰ
 noun  କୌଣସି ବିଶେଷ କାର୍ଯ୍ୟ ନିମିତ୍ତ କାହାରିକୁ କିଛି ମାଗିବା ବା କୌଣସି କାର୍ଯ୍ୟ କରିବାପାଇଁ ଅଧିକାରପୂର୍ବକ କହିବା ପ୍ରକ୍ରିୟା   Ex. ନିଜ ଲୋକଙ୍କ ପାଖରେ ଦାବି କରିବାରେ ଲାଜ କାହିଁକି?
ONTOLOGY:
शारीरिक कार्य (Physical)कार्य (Action)अमूर्त (Abstract)निर्जीव (Inanimate)संज्ञा (Noun)
Wordnet:
benযাচনা
gujયાચના
hinअधियाचन
malആജ്ഞനല്‍കല്‍
panਅਧਿਯਾਚਨ
tamகேட்டுப்பெறுதல்
urdحق طلبی
 noun  କାହାରିକୁ ଆଧିକାରିକ ରୂପରେ ବା ଦୃଢତା ସହକାରେ ଆମର ଅମୁକଅମୁକ ସୁବିଧାମାନ ମିଳିବା ଆବଶ୍ୟକ ବୋଲି କହିବାର କ୍ରିୟା   Ex. ଶ୍ରମିକମାନଙ୍କ ଦାବି ପୂରଣ ନ ହେବାରୁ ସେମାନେ ହରତାଳ କରିବାକୁ ଲାଗିଲେ
HYPONYMY:
କ୍ଷତିପୂରଣ ଦାବି
ONTOLOGY:
शारीरिक कार्य (Physical)कार्य (Action)अमूर्त (Abstract)निर्जीव (Inanimate)संज्ञा (Noun)
Wordnet:
gujમાંગ
kanಬೇಡಿಕೆ
kasمُطالبہٕ , مانٛگ
sanअभियाचना

Comments | अभिप्राय

Comments written here will be public after appropriate moderation.
Like us on Facebook to send us a private message.
TOP