Dictionaries | References ଭ ଭସ୍ମ Script: Odia Meaning Related Words ଭସ୍ମ ori.wordnet.indo | Oriya Oriya Rate this meaning Thank you! 👍 noun ଯଜ୍ଞର ପାଉଁଶ ଯାହାକୁ ଶିବଭକ୍ତ ମୁଣ୍ଡରେ ଲଗାନ୍ତି ଏବଂ ଶରୀରରେ ବୋଳିଥାନ୍ତି Ex. ସାଧୁବାବା ଭସ୍ମ ଲଗେଇ ସାଧନାରେ ମଗ୍ନ ଅଛନ୍ତି ONTOLOGY:वस्तु (Object) ➜ निर्जीव (Inanimate) ➜ संज्ञा (Noun) SYNONYM:ପାଉଁଶWordnet:benভস্ম kasبَسٛم malഭസ്മം noun ଚିକିତ୍ସାଶାସ୍ତ୍ରରେ ଔଷଧରୂପେ ବ୍ୟବହାର କରିବାପାଇଁ ଧାତୁଆଦିର ଯେଉଁରୂପକୁ ଏକ ବିଶିଷ୍ଟ ପ୍ରକ୍ରିୟାଦ୍ୱାରା ଫୁଙ୍କିବାଫଳରେ ପ୍ରାପ୍ତ ହୋଇଥାଏ Ex. ଚ୍ୟବନପ୍ରାସରେ ସୁନା, ରୁପା ଆଦିର ଭସ୍ମ ମଧ୍ୟ ମିଶାଯାଏ ONTOLOGY:मानवकृति (Artifact) ➜ वस्तु (Object) ➜ निर्जीव (Inanimate) ➜ संज्ञा (Noun)Wordnet:kasسوٗر , بَسٛم tamபஸ்பம் telపొడి urdبھسم noun ବନସ୍ପତି ଆଦିକୁ ଭସ୍ମକରି ପ୍ରସ୍ତୁତ କରାଯାଇଥିବା ଖାର Ex. କଦଳୀର ପତ୍ରରୁ ପ୍ରାପ୍ତ ଭସ୍ମକୁ ମହୁ ସହିତ ମିଶାଇ ଖାଇଲେ କାଶ ଭଲହୁଏ ONTOLOGY:मानवकृति (Artifact) ➜ वस्तु (Object) ➜ निर्जीव (Inanimate) ➜ संज्ञा (Noun) SYNONYM:ଖାର କ୍ଷାର ଜାଲWordnet:kanಭಸ್ಮ sanरक्षा Comments | अभिप्राय Comments written here will be public after appropriate moderation. Like us on Facebook to send us a private message. TOP