Dictionaries | References

ଝରକା

   
Script: Odia

ଝରକା

ori.wordnet.indo | Oriya  Oriya |   | 
 noun  ପବନ ଓ ଆଲୋକ ଆସିବା ନିମନ୍ତେ କାନ୍ଥରେ ତିଆରି ହୋଇଥିବା ଜାଲିଯୁକ୍ତ ବଡ କଣା   Ex. ଘରକୁ ବାୟୁଯୁକ୍ତ କରିବାପାଇଁ ସେ ପ୍ରତ୍ୟେକ କୋଠରୀରେ ଝରକା ଲଗାଇଛି
ONTOLOGY:
मानवकृति (Artifact)वस्तु (Object)निर्जीव (Inanimate)संज्ञा (Noun)
SYNONYM:
ଗବାକ୍ଷ ବାତାୟନ
Wordnet:
asmখিৰিকি
bdभेन्टलेसन
benজানলা
gujબાકું
hinझरोखा
kanಕಿಟಕಿ
kasروشَن دان
kokउजवाडें
marझरोका
mniꯚꯦꯟꯇꯤꯂꯦꯁꯟ
panਝਰੋਖਾ
tamசாளரம்
telకిటికి
urdجھروکہ , دریچہ
 noun  ପବନ ତଥା ଆଲୋକ ଆସିବାପାଇଁ ଘର ,ଗାଡ଼ି ଜାହାଜଆଦିର କାନ୍ଥରେ ବା ଛାତ ଉପରେ ତିଆରି କରାଯାଇଥିବା ଖୋଲା ଅଂଶ ଯାହାକୁ ଖୋଲିବା ବା ବନ୍ଦ କରିବା ନିମନ୍ତେ ପ୍ରାୟ କାଚଆଦି ଲଗାଯାଇଥିବା କାଠ ବା ଧାତୁରେ ନିର୍ମିତ ସଂରଚନା ଥାଏ   Ex. ଏହି କୋଠରୀରେ ଗୋଟିଏ ମାତ୍ର ଝରକା ଅଛି
ONTOLOGY:
मानवकृति (Artifact)वस्तु (Object)निर्जीव (Inanimate)संज्ञा (Noun)
SYNONYM:
ଖିଡ଼ୀକି
Wordnet:
asmখিৰিকি
bdखोरखि
benজানালা
gujબારી
hinखिड़की
kanಕಿಟಕಿ
kasدٲر
kokजनेल
malജനല്‍
marखिडकी
mniꯊꯣꯡꯅꯥꯎ
nepखिड्की
panਖਿੜਕੀ
sanगवाक्षः
tamஜன்னல்
telకిటికీ
urdکھڑکی , جھروکہ , روشن دان
 noun  ଘର, ଗାଡ଼ି, ଜାହାଜ ଆଦିର ପାଚେରୀ ବା ଛାତ ଉପରେ ପବନ ତଥା ଆଲୋକ ଆସିବା ନିମନ୍ତେ ତିଆରି ହୋଇଥିବା ଖୋଲା ଅଂଶକୁ ଖୋଲିବା ତଥା ବନ୍ଦ କରିବା ନିମନ୍ତେ ତିଆରି ହୋଇଥିବା କାଠ ବା ଧାତୁର ସଂରଚନା ଯେଉଁଥିରେ କାଚ ଆଦି ଲାଗିଥାଏ   Ex. କେହି କାରର ଝରକା କାଚକୁ ଭାଙ୍ଗି ଦେଇଛି
MERO COMPONENT OBJECT:
କବାଟ
ONTOLOGY:
मानवकृति (Artifact)वस्तु (Object)निर्जीव (Inanimate)संज्ञा (Noun)
SYNONYM:
ଗବାକ୍ଷ
Wordnet:
benখিড়কি
gujબારી
malജനാല
sanवातायनम्
urdکھڑکی , دریچہ , جھروکہ

Comments | अभिप्राय

Comments written here will be public after appropriate moderation.
Like us on Facebook to send us a private message.
TOP