Dictionaries | References ପ ପଢ଼ିବା Script: Odia Meaning Related Words ପଢ଼ିବା ori.wordnet.indo | Oriya Oriya Rate this meaning Thank you! 👍 verb ଲେଖାହୋଇଥିବା ଶବ୍ଦକୁ ଉଚ୍ଚାରଣ କରିବା Ex. ମୋହିତ ନିଜ ବାପାଙ୍କ ଚିଠି ପଢ଼ୁଅଛି HYPERNYMY:କହିବା ONTOLOGY:संप्रेषणसूचक (Communication) ➜ कर्मसूचक क्रिया (Verb of Action) ➜ क्रिया (Verb) SYNONYM:ଉଚ୍ଚାରଣ କରିବାWordnet:asmপঢ়া bdफराय hinपढ़ना kokवाचप malവായിക്കുക marवाचणे mniꯄꯥꯕ nepपढनु panਪੜਣਾ sanपठ् tamபடி telచదువు urdپڑھنا , تلفظ کرنا verb ଅଙ୍କିତ, ମୁଦ୍ରିତ ବା ଲିଖିତ ଚିହ୍ନ, ବର୍ଣ୍ଣ ଆଦିକୁ ଦେଖିବା କ୍ଷଣି ମନରେ ତାର ଅଭିପ୍ରାୟ, ଅର୍ଥ ଆଦି ଜାଣିବା ବା ବୁଝିବା Ex. ଆମେ ଯାତ୍ରା କରିବା ସମୟରେ ପତ୍ର ପତ୍ରିକା ପଢ଼ୁ CAUSATIVE:ପଢ଼ାଇବା ENTAILMENT:ଦେଖିବା HYPERNYMY:କାମ କରିବା ONTOLOGY:() ➜ कर्मसूचक क्रिया (Verb of Action) ➜ क्रिया (Verb)Wordnet:gujવાંચવું nepपढनु panਪੜਨਾ urdپڑھنا , مطالعہ کرنا verb ଶିକ୍ଷା ବା ଜ୍ଞାନ ପ୍ରାପ୍ତ କରିବାପାଇଁ ଗ୍ରନ୍ଥ ଆଦିକୁ ବାରମ୍ବାର ଦେଖିବା Ex. ପରୀକ୍ଷା ପୂର୍ବରୁ ସେ ସବୁ ବିଷୟକୁ ଭଲ ଭାବରେ ପଢ଼ିଲା ENTAILMENT:ଦେଖିବା HYPERNYMY:କାମ କରିବା ONTOLOGY:() ➜ कर्मसूचक क्रिया (Verb of Action) ➜ क्रिया (Verb) SYNONYM:ଅଧ୍ୟୟନ କରିବାWordnet:asmপঢ়া bdफराय benপড়া hinपढ़ना kanಓದು kasپَرُن kokवाचप malപഠിക്കുക marवाचणे nepपढनु panਪੜਨਾ telచదువు verb କାହାକୁ ଶୁଣାଇବାପାଇଁ ଏମିତିକି ସ୍ମରଣଶକ୍ତିରୁ ବା ପୁସ୍ତକ ଆଦିରୁ ମନ୍ତ୍ର, କବିତା ଆଦି କହିବା Ex. ଜାନକୀ ସ୍ୱାମିଜୀଙ୍କ ସାମନାରେ ଆଦି ଶଙ୍କରାଚାର୍ୟଙ୍କ ଭଜଗୋବିନ୍ଦମ୍ ପଢ଼ିଲା ENTAILMENT:ଶୁଣେଇବା HYPERNYMY:କହିବା ONTOLOGY:संप्रेषणसूचक (Communication) ➜ कर्मसूचक क्रिया (Verb of Action) ➜ क्रिया (Verb)Wordnet:kokवाचप malആലപിക്കുക urdپڑھنا verb ଶିକ୍ଷା ଗ୍ରହଣ କରିବା Ex. ବିବାହ ପରେ ବି ଶିଲା ପଢ଼ୁଛି HYPERNYMY:କାମ କରିବା ONTOLOGY:कर्मसूचक क्रिया (Verb of Action) ➜ क्रिया (Verb) SYNONYM:ପାଠ ପଢ଼ିବା ଶିକ୍ଷାଗ୍ରହଣ କରିବାWordnet:asmপঢ়া bdफराय benপড়াশোনা করা hinपढ़ना kasپَرُن , پَڑٲے کَرٕنۍ , پَڑُن marशिकणे nepपढनु panਪੜ੍ਹਨਾ sanअधि इ tamபடி telచదువు urdپڑھنا , پڑھائی کرنا See : ଅଧ୍ୟୟନ, ପଠନ Comments | अभिप्राय Comments written here will be public after appropriate moderation. Like us on Facebook to send us a private message. TOP