Dictionaries | References

ପହଞ୍ଚିବା

   
Script: Odia

ପହଞ୍ଚିବା     

ori.wordnet.indo | Oriya  Oriya
verb  କୌଣସି ସ୍ଥାନ ପର୍ଯ୍ୟନ୍ତ ବିସ୍ତାରିତ ହେବା   Ex. ବନ୍ୟାର ପାଣି ଗାଁ ପର୍ଯ୍ୟନ୍ତ ପହଞ୍ଚିଗଲା
HYPERNYMY:
ଖେଳେଇ ହେବା
ONTOLOGY:
अवस्थासूचक क्रिया (Verb of State)क्रिया (Verb)
SYNONYM:
ବିସ୍ତାରିତ ହେବା ମାଡ଼ିବା
Wordnet:
asmবিস্তৃত হোৱা
bdगोसारफै
benপৌঁছে যাওয়া
gujપહોંચવું
hinपहुँचना
kokपावप
nepपुग्नु
sanप्राप्
tamஎட்டு
urdپہنچنا , پھیلنا , پھیل جانا
verb  ଏକ ଅବସ୍ଥାରୁ ଅନ୍ୟ ଅବସ୍ଥାକୁ ପ୍ରାପ୍ତ ହେବା   Ex. ରହିମ ଏବେ ମରଣାସନ୍ନ ଅବସ୍ଥାରେ ପହଞ୍ଚିଛନ୍ତି
HYPERNYMY:
ହେବା
ONTOLOGY:
अवस्थासूचक क्रिया (Verb of State)क्रिया (Verb)
Wordnet:
asmপোৱা
bdमोनफै
gujપહોંચવું
mniꯌꯧꯁꯤꯜꯂꯛꯄ
sanआपद्
telదగ్గరగా వెళ్ళు
urdپہنچنا , وارد ہونا
verb  ଅଭିପ୍ରାୟ ବା ଉଦ୍ଦେଶ୍ୟ ବୁଝିବା   Ex. ମୁଁ ବହୁତ କଷ୍ଟରେ ଏହି କଥାର ମୂଳରେ ପହଞ୍ଚିଲି
HYPERNYMY:
ବୁଝେଇବା
ONTOLOGY:
अवस्थासूचक क्रिया (Verb of State)क्रिया (Verb)
SYNONYM:
ଉପନୀତ ହେବା
Wordnet:
bdमोनहै
benপৌঁছানো
kanತಲುಪು
malഎത്തിച്ചേരുക
marपोहोचणे
tamவா
telచేరవేయుట
urdپہنچنا
verb  ଖବର ରଖିବା ବା ବୁଝେଇବାରେ ସମର୍ଥ ହେବା   Ex. ଅନ୍ତତଃ ମୁଁ ଏହି ନିଷ୍କର୍ଷରେ ପହଞ୍ଚିଲି
HYPERNYMY:
ହେବା
ONTOLOGY:
अवस्थासूचक क्रिया (Verb of State)क्रिया (Verb)
SYNONYM:
ଉପନୀତ ହେବା
Wordnet:
benর্পৌঁছানো
kanಯೋಚಿಸು
panਪਹੁੰਚਣਾ
telచేరు
verb  ପଠାଯାଇଥିବା ବା ଆସିଥିବା ବସ୍ତୁ କାହାକୁ ପ୍ରାପ୍ତ ହେବା   Ex. ତିନି ସପ୍ତାହ ପୂର୍ବରୁ ପଠାଯାଇଥିବା ଚିଠି ମୋ ପାଖରେ ଏବେ ପର୍ଯ୍ୟନ୍ତ ପହଞ୍ଚିନାହିଁ
HYPERNYMY:
ମିଳିବା
ONTOLOGY:
अवस्थासूचक क्रिया (Verb of State)क्रिया (Verb)
SYNONYM:
ମିଳିବା
Wordnet:
asmআহি পোৱা
gujપહોંચવું
kanಸೇರಿಲ್ಲ
malഎത്തുക
marमिळणे
panਪੁਹੰਚਣਾ
sanप्राप्
telదొరకలేదు
urdموصول ہونا , ملنا , دستیاب ہونا
verb  କୌଣସି ପଦ, ସ୍ଥାନ ଆଦି ପର୍ଯ୍ୟନ୍ତ ପହଞ୍ଚିବା   Ex. ବିନୋଦ ଭଳି ମୁଁ ମଧ୍ୟ ଆଜି କଲେକ୍ଟର ପଦ ପର୍ଯ୍ୟନ୍ତ ପହଞ୍ଚିଛି / ନିଜ ପରିଶ୍ରମ ବଳରେ ସେ ଏହି ପର୍ଯ୍ୟନ୍ତ ପହଞ୍ଚିଛନ୍ତି
HYPERNYMY:
ହେବା
ONTOLOGY:
अवस्थासूचक क्रिया (Verb of State)क्रिया (Verb)
noun  କୌଣସି ସ୍ଥାନରେ ପହଞ୍ଚିବାର ପ୍ରକ୍ରିୟା   Ex. ଆଜି ତାଙ୍କର ଭୁବନେଶ୍ୱରରେ ପହଞ୍ଚିବା ଦରକାର
ONTOLOGY:
कार्य (Action)अमूर्त (Abstract)निर्जीव (Inanimate)संज्ञा (Noun)
Wordnet:
asmগৈ পোৱা
bdसौहैनाय
kanಹೋದನಂತರ
kasواتُن
malഎത്തിച്ചേരല്
tamஅடைதல்
telచేరడం
urdپہنچنا , آمد , تشریف آوری
See : ଆସିବା, ଲାଗିବା

Comments | अभिप्राय

Comments written here will be public after appropriate moderation.
Like us on Facebook to send us a private message.
TOP