Dictionaries | References

ଗର୍ଜନ

   
Script: Odia

ଗର୍ଜନ

ori.wordnet.indo | Oriya  Oriya |   | 
 noun  ଗର୍ଜନ କରିବା କ୍ରିୟାରୁ ଉତ୍ପନ୍ନ ଶବ୍ଦ   Ex. ବିରାଡିର ଗର୍ଜନ ଶୁଣି ମୋ ନିଦ ଭାଙ୍ଗିଗଲା
ONTOLOGY:
गुणधर्म (property)अमूर्त (Abstract)निर्जीव (Inanimate)संज्ञा (Noun)
 noun  କୌଣସି ଭୟଙ୍କର ଜନ୍ତୁର ଘୋର ଶବ୍ଦ   Ex. ବାଘର ଗର୍ଜନ ଶୁଣି ଲୋକମାନେ ଇଆଡ଼େ ସିଆଡ଼େ ଦୌଡିବାକୁ ଲାଗିଲେ
ONTOLOGY:
गुणधर्म (property)अमूर्त (Abstract)निर्जीव (Inanimate)संज्ञा (Noun)
 noun  ଘୋର ଶବ୍ଦ କରିବା କ୍ରିୟା   Ex. ବାଦଲର ଗର୍ଜନ ଓ ବିଜୁଳିର ଚମକ ସହିତ ଭୟଙ୍କର ବର୍ଷା ହେଉଛି
ONTOLOGY:
संप्रेषण (Communication)कार्य (Action)अमूर्त (Abstract)निर्जीव (Inanimate)संज्ञा (Noun)
SYNONYM:
   see : ହୁଂକାର, ରଡ଼ି

Comments | अभिप्राय

Comments written here will be public after appropriate moderation.
Like us on Facebook to send us a private message.
TOP