Dictionaries | References

ଦାନ

   
Script: Odia

ଦାନ

ori.wordnet.indo | Oriya  Oriya |   | 
 noun  ଏକ ଧର୍ମୀୟ କାମ ଯେଉଁଥିରେ ଶ୍ରଦ୍ଧା ବା ଦୟାପୂର୍ବକ କାହାରିକୁ କିଛି ଦିଆଯାଏ   Ex. ଉଚିତ୍‌ ସମୟର ଦାନ ଅଧିକ ଫଳ ଦିଏ
HOLO MEMBER COLLECTION:
ସପ୍ତ ସଦଗୁଣ
ONTOLOGY:
शारीरिक कार्य (Physical)कार्य (Action)अमूर्त (Abstract)निर्जीव (Inanimate)संज्ञा (Noun)
Wordnet:
mniꯗꯥꯟ
urdخیرات , زکوة , عطیہ , چندہ , فطرہ
 noun  ଯେଉଁ ବସ୍ତୁ ଦାନରେ କାହାକୁ ଦିଆଯାଏ   Ex. ପଣ୍ଡିତଙ୍କୁ ଦାନ ରୂପରେ ଗୋଟିଏ ଗାଈ ଏବଂ କିଛି ଆଭୂଷଣ ମିଳିଲା
ONTOLOGY:
वस्तु (Object)निर्जीव (Inanimate)संज्ञा (Noun)
Wordnet:
 noun  ରାଜ୍ୟ ଶାସନ ଆଦି ତରଫରୁ କୋଣସି ବିଶେଷ କାର୍ଯ୍ୟପାଇଁ ସହାୟତାରୂପେ ମିଳୁଥିବା ପୁଞ୍ଜି ବା ଧନ   Ex. ବନ୍ୟାଗ୍ରସ୍ତ ଅଞ୍ଚଳପାଇଁ କେନ୍ଦ୍ରସରକାର ଏକକୋଟି ଟଙ୍କା ଅନୁଦାନ ଦେଇଛନ୍ତି
ONTOLOGY:
मानवकृति (Artifact)वस्तु (Object)निर्जीव (Inanimate)संज्ञा (Noun)
 noun  କାହାକୁ ଦେଇଥିବା ବା କାହାପାଖରୁ ମିଳିଥିବା ବସ୍ତୁ   Ex. ବହୁତ ଲୋକ ଜୀବନକୁ ଈଶ୍ୱରଙ୍କ ଦାନରୂପେ ଗ୍ରହଣ କରନ୍ତି
ONTOLOGY:
वस्तु (Object)निर्जीव (Inanimate)संज्ञा (Noun)
 noun  ପଶା, ତାସ ଆଦିର ଖେଳରେ ପତ୍ର ବା ଦାନ ବାଦିରେ ରଖିବା ଆଗକୁ ବଢ଼ିବାର କ୍ରିୟା   Ex. ଦାନ ଚଲେଇବା ଆପଣଙ୍କ ପାଳି
HYPONYMY:
ONTOLOGY:
कार्य (Action)अमूर्त (Abstract)निर्जीव (Inanimate)संज्ञा (Noun)
SYNONYM:
   see : ପ୍ରଦାନ, ଗୋଟି, ଗୋଟି

Comments | अभिप्राय

Comments written here will be public after appropriate moderation.
Like us on Facebook to send us a private message.
TOP