Dictionaries | References

ସର୍ତ୍ତ

   
Script: Odia

ସର୍ତ୍ତ

ori.wordnet.indo | Oriya  Oriya |   | 
 noun  କୌଣସି କାମ କରିବା ନିମନ୍ତେ ଦୁଇ ବା କେତେକ ପକ୍ଷଙ୍କ ମଧ୍ୟରେ ହେଉଥିବା ରାଜିନାମା ବା ବୁଝାମଣା   Ex. ଦୁଇ ପକ୍ଷଙ୍କ ମଝିରେ ସର୍ତ୍ତ ହେଲା ଯେ ଜଣେ ଅନ୍ୟର ମାମଲାରେ ଦଖଲ ଦେବନାହିଁ
ONTOLOGY:
कार्य (Action)अमूर्त (Abstract)निर्जीव (Inanimate)संज्ञा (Noun)
Wordnet:
mniꯌꯥꯅꯕ꯭ꯋꯥꯐꯝ
urdمعاہدہ , سمجھوتہ , مفاہمت , باہم قول و قرار , قرار , قرارنامہ , عہدنامہ
 noun  କୌଣସି ନିଶ୍ଚୟ, ବିଦ୍ଧିଆଦିରେ ଆସୁଥିବା କଠିନତାରୁ ରକ୍ଷାପାଇବାପାଇଁ ବାହାର କରାଯାଉଥିବା ମାର୍ଗ ବା ନିଶ୍ଚିତ କରାଯାଉଥିବା ବିଧାନ   Ex. ସରକାର ଏହି ସର୍ତ୍ତ ରଖିଛନ୍ତି ଯେ ଅଧିକ ମାତ୍ରାରେ ଚିନି ଉତ୍ପାଦନ କରୁଥିବା ରାଜ୍ୟକୁ ହିଁ ଏହି ସୁବିଧା ଦିଆଯିବ
HYPONYMY:
ସର୍ତ୍ତ
ONTOLOGY:
अमूर्त (Abstract)निर्जीव (Inanimate)संज्ञा (Noun)
 noun  କୌଣସି ବିଷୟ ଠିକ୍‌ ହେବା ସମ୍ବନ୍ଧରେ ଦୃଢ଼ତା ପୂର୍ବକ କିଛି କହିବାର ସେହି ଶୈଳୀ ଯେଉଁଥିରେ ସତ୍ୟ ବା ଅସତ୍ୟ ପ୍ରମାଣ ହେବାପରେ ହାରିବା ଜିତିବା ତଥା କିଛି ନେବା ଦେବା ମଧ୍ୟ ହୁଏ   Ex. ରାହୁଲ ସର୍ତ୍ତ ଜିତିଗଲା
ONTOLOGY:
शारीरिक कार्य (Physical)कार्य (Action)अमूर्त (Abstract)निर्जीव (Inanimate)संज्ञा (Noun)
SYNONYM:
 noun  ଲେଖ୍ୟ ବା ଠିକା ଆଦିର ସର୍ତ୍ତ   Ex. ସର୍ତ୍ତ ଉଲଙ୍ଘନ କଲେ ଜୋରିମାନା ଦେବାକୁ ହେବ
ONTOLOGY:
संज्ञापन (Communication)अमूर्त (Abstract)निर्जीव (Inanimate)संज्ञा (Noun)
   see : ଚୁକ୍ତିପତ୍ର, ପଣ

Comments | अभिप्राय

Comments written here will be public after appropriate moderation.
Like us on Facebook to send us a private message.
TOP